ଲାଶ୍

ଉଇକିଅଭିଧାନ‌ରୁ

ଲାଶ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ ଭାଷା, ତୁର୍କୀ ଶବ୍ଦ)[ସମ୍ପାଦନା]

୧. ମୃତ ଦେହ; ମୁର୍ଦ୍ଦାର —୧. Dead body; ocrpse.
୨. ଶରୀର; ଦେହ —୨. The body.
୩. (ଇଂରାଜୀ - ଲାଷ୍ଟ୍) ଜୋତା ତିଆରି କରିବା ପାଇ ମୋଚିମାନେ କାଠର ଯେଉଁ ଫର୍ମା ବ୍ୟବହାର କରନ୍ତି —୩, Shoe-maker's last.