ଲାଶ୍ ତଦାରକ
ଦେଖଣା
ଲାଶ୍ ତଦାରକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲାଶ୍ ତଦାରକ
|
ବୈଦେଶିକ - ବିଶେଷ୍ୟ - (କଚିରିଆ ଭାଷା) (ତୁର୍କୀ. ଲାସ୍+ ଫାରାସୀ - ତଦାରୁକ୍)
[ସମ୍ପାଦନା]- ୧. ଶବଦେହ ପରୀକ୍ଷା ୧. Inquest. ===
- ୨. ଶବ୍ଦ ଦେହର ଲକ୍ଷଣମାନ ପରୀକ୍ଷା କରିବା —୨. Holding of an inquest.