ଲାଶ୍ ମାଏନା

ଉଇକିଅଭିଧାନ‌ରୁ

ଲାଶ୍ ମାଏନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କିଚିରିଆ ଭାଷା)(ତୁର୍କି. ଲାସ+ଆ ମାଆଏନାହ୍)[ସମ୍ପାଦନା]

୧. ଲାଶ୍ ତଦାରଖ — ୧. Inquest.
୨. ଡାକ୍ତରଙ୍କଦ୍ୱାରା ଶବଦେହର ପରୀକ୍ଷା —୨. Medical examina tion of a dead body; postmortem examination.
୩. ଶବ ବ୍ୟବଛେଦ ପୂର୍ବକ ପରୀକ୍ଷା — ୩. Examination of adead body after dissection.