ଲାସା

ଉଇକିଅଭିଧାନ‌ରୁ

ଲାସା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରସ; ଲାସ=ସୁପ୍)[ସମ୍ପାଦନା]

୧. ତଟକା ଚୂନର ଅଠାଳିଆ ଅବସ୍ଥା; ଚିଟ; ଲାହା —୧. Clamminess (as of mortor or lime)

[ଦ୍ରଷ୍ଟବ୍ୟ —ନୂଆ ଚୂନରେ ଲାସାସ ଥାଏ; କିଛି କାଳ ପବନ ବାଜିଗଲେ ସେ ଚୂନରୁ ଲାସା ମରିଯାଏ, ଅର୍ଥାତ୍ ଚିଟ ଛାଡ଼ିଯାଏ ଏହି ଲାସା ମରି ଯାଇଥିବା ଚୁନ ଇଟା ଆଦିକୁ ପରସ୍ପର ସହିତ ଦୃଢ଼ଭାବରେ ବାନ୍ଧି ପାରେ ନାହିଁ]

୨. ବିରି ବଟା —୨. Biri paste.
୩. ଭୂମିରେ
ଶସ୍ୟ ଉତ୍ପାଦକ ସାର ବସ୍ତୁ ବା ରସ —୩. The productive juice whichj makes lands productive.

୪. ରସ —୪. Juice.
୫. ସାର —୫. Essence.
୬. ଅଠା —୬. Gum; birdlime.

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

ତିବତର ରାଜଧାନୀ —Lhasa; capital of Tibet.