ଲାହୋର

ଉଇକିଅଭିଧାନ‌ରୁ

ଲାହୋର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି(ନାମ)—[ସଂସ୍କୃତ - ଲବକେଟ ବା ଲବ କଟକ ବା ଲବାରଣ୍ୟ[ସମ୍ପାଦନା]

ଭାରତ ପଞ୍ଜବ ପ୍ରେଦଶର ଜିଲ୍ଲା ଓ ରାଜଧାନୀ —A district and capital of the Province of Punjab in India.

[ଦ୍ରଷ୍ଟବ୍ୟ —ଅହା ପୂର୍ବେ ଶିଖମାନଙ୍କର ରାଜଧାନୀ ଥିଲା ଏଠାରେ ହାଇକୋଟ୍, ବିଶ୍ୱବିଦ୍ୟାଳୟ ଓ ପ୍ରାଦେଶିକ ଲାଟ ସାହେବଙ୍କ ଆବାସ ଆଦି ଅଛି ଏଠାରେ ଉତ୍କୃଷ୍ଟ ପଶମର ଧୁଷା ଓ ଲୋହି ତିଆରି ହୁଏ ରାମଚନ୍ଦ୍ର ତାଙ୍କ ପୁତ୍ର କୁଶକୁ କୋଶଳ ରାଜ୍ୟର ଏହଂ ଲବକୁ ଉତ୍ତର କୋଶଳ ରାଜ୍ୟର ରାଜପଦରେ ଅଭିଷିକ୍ତ କରିଥିଲେ ଲବ ନିଜ ନାମ ଅନୁସାରେ ଲବକୋଟ (ବର୍ତ୍ତମାନ ଲାହୋର) ନଗର ନିର୍ମାଣ କରି ସେଠାରେ ରାଜଧାନୀ ସଂସ୍ଥାପନ କରି ଥିଲେ—(ସୁବଳଚନ୍ଦ୍ର) ଲବଙ୍କର ପ୍ରତିଷ୍ଠିତ ଏ ନଗରୀର ନାମ ଲବାବାଡ଼ ଥିଲା କେତେକ ପ୍ରାଚୀନ ସଂସ୍କୃତ ଗ୍ରନ୍ଥରେ ଏହି ସ୍ଥାନ ଲାବଣ୍ୟ ନାମରେ ଉଲ୍ଲିଖିତ ହୋଇ ଅଛି—ବିଶ୍ୱକୋଷ]