ଲିଆ ଦିଆ

ଉଇକିଅଭିଧାନ‌ରୁ

ଲିଆ ଦିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (କଟକ ସହର) ବିଶେଷ୍ୟ -[ସମ୍ପାଦନା]

ନିଆ ଦିଆ; ନେବା ଓ ଦେବା; ନେଣ ଦେଣ; ଆଦାନ ପ୍ରଦାନ — Taking and giving; mutual exchange.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଲୋକଙ୍କୁ ଖଇ ବାଣ୍ଟିବା —୨. Distribution of fried corn (to people.)