ଲିଖ

ଉଇକିଅଭିଧାନ‌ରୁ

ଲିଖ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲିକ୍ଷ)[ସମ୍ପାଦନା]

୧. ନିଖ; ଛୋଟ ଉକୁଣି — ୧. Small louse.

[ଉ—ଯେସନେକ ମଥାରେ କେଶରେ ଥାଇ ବଲିଖ ପ୍ରାଚୀ. ବ୍ରହ୍ମନିରୁପଣ ଗୀତା]

୨. ଉକୁଣିଙ୍କ ଡିମ୍ୱ —୨. Eggs of lice.
୩. ଅତି କ୍ଷୁଦ୍ର ପଦାର୍ଥ —୩. Very small thing.
୪. ଅତି କ୍ଷୁଦ୍ର ପରିମାଣ —୪. Minute quantity.
୫. (ପୁଂ ଓ ସ୍ତ୍ରୀ) ଲୋକଙ୍କ ନାମ —୫. A name given to males and females.

ଦେଶଜ - ବିଶେଷଣ -[ସମ୍ପାଦନା]

ଅତି କ୍ଷୁଦ୍ର — Very small.