ଲିଖା
ଲିଖା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲିକ୍ଷ)[ସମ୍ପାଦନା]
- ୧. ନିଖ; ଛୋଟ ଉକୁଣି — ୧. Small louse.
[ଉ—ଯେସନେକ ମଥାରେ କେଶରେ ଥାଇ ବଲିଖ ପ୍ରାଚୀ. ବ୍ରହ୍ମନିରୁପଣ ଗୀତା]
- ୨. ଉକୁଣିଙ୍କ ଡିମ୍ୱ —୨. Eggs of lice.
- ୩. ଅତି କ୍ଷୁଦ୍ର ପଦାର୍ଥ —୩. Very small thing.
- ୪. ଅତି କ୍ଷୁଦ୍ର ପରିମାଣ —୪. Minute quantity.
- ୫. (ପୁଂ ଓ ସ୍ତ୍ରୀ) ଲୋକଙ୍କ ନାମ —୫. A name given to males and females.
ଦେଶଜ - ବିଶେଷଣ -[ସମ୍ପାଦନା]
ଅତି କ୍ଷୁଦ୍ର — Very small.
ଲିଖା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]
ଲିଖ ନାମକ ପୁରୁଷର ଡାକ ନାମ — Name for calling Likha.