ଲିଖିତ

ଉଇକିଅଭିଧାନ‌ରୁ

ଲିଖିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷଣ - (ଲିଖ ଧାତୁ+କର୍ମ. ତ)[ସମ୍ପାଦନା]

୧. ଯାହା ଲେଖା ହୋଇଅଛି —୧. Written.
୨. ଅଙ୍କିତ — ୨. Drawn.
୩. ଚିତ୍ରିତ —୩. Painted.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (+ ଭାବ. ତ) ଲେଖା —୧. Writing.
୨. ହିନ୍ଦୁଧର୍ମଶାସ୍ତ୍ରପ୍ରଣେତା ମୁନି ବିଶେଷ —୨. Name of a Hindu law-giver of acient India.
୩. (+ କର୍ମ ତ) ଲେଖ୍ୟ ପତ୍ରାଦି; ଦଲିଲ —୩. Deed; document; letter.