ଲିଖିତ
ଦେଖଣା
ଲିଖିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଲିଖ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଯାହା ଲେଖା ହୋଇଅଛି —୧. Written.
- ୨. ଅଙ୍କିତ — ୨. Drawn.
- ୩. ଚିତ୍ରିତ —୩. Painted.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (+ ଭାବ. ତ) ଲେଖା —୧. Writing.
- ୨. ହିନ୍ଦୁଧର୍ମଶାସ୍ତ୍ରପ୍ରଣେତା ମୁନି ବିଶେଷ —୨. Name of a Hindu law-giver of acient India.
- ୩. (+ କର୍ମ ତ) ଲେଖ୍ୟ ପତ୍ରାଦି; ଦଲିଲ —୩. Deed; document; letter.