ଲିଭେଇବା
ଦେଖଣା
ଲିଭେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲିଭେଇବା
ଦେଶଜ - କ୍ରିୟାପଦ - (ସଂସ୍କୃତ - ନର୍ବାପ)
[ସମ୍ପାଦନା]- ୧. ଲିଭିବା କ୍ରିୟାର ଣିଜନ୍ତ ରୂପ —୧. Causative of Libhibā.
- ୨. ନିଭାଇବା (ଦେଖ) - —୨. Nibhā ibā(See)
- ୩. (ଲକ୍ଷଣାର୍ଥ) (ନାମ) ଲୋପ କରିବା — ୩. (figurative) To cause to disappear; to wipe out.
[ଉ—ତୋ ନାମ ଲିଭାଇ ଦେବି ଆଜି ପୃଥିବୀରୁ ମଧୁସୂଦନ. ବାଳରାମାୟଣ]
- ୪. ଅଗ୍ନି ବା ଆଲୋକକୁ ନିର୍ବାଣ କରାଇବା; ନର୍ବାପିତ କରିବା —୪. To exitinguish a light or fire.
[ଉ—କି ବାଇ ହୋଇଲି ଲିଭାଇବି ବୋଲି ସ୍ମର ଧନଞ୍ଜୟ ହେବି ଗୋ କବିସୂର୍ଯ୍ୟ. ସଂଗୀତ]
- ୫. ଲେଖା ଆଦିକୁ ପୋଛି ଦେବା —୫. To wipe out a writing.
- ୬. (ସଂସ୍କୃତ - ନିର୍ବାହ) କୌଣସି କାର୍ଯ୍ୟକୁ ନିର୍ବାହିତ କରିବା —୬. To conduct a work.
- ୭. ଅନୁଭବ କରିବା —୭. To experience.
- ୮. କୌଣସି ବ୍ୟକ୍ତିକୁ ପାଳିବା, ପୋଷିବା ବା ଚଳାଇ ନେବା —୮. To maintain or cherish a person; to enable a person to get on.