ଲୁକାଇବା
ଲୁଚାଇବା; ଗୋପନ କରିବା —To hide; to conceal.
[ଉ—କଷ୍ଟେ ସେ ସବୁ ଲୁକାଇ ସେ ସ୍ଥାନେ ନ ରହି, ଯାଇଁ ସହୀଙ୍କ ମଧ୍ୟେ ବସିଲା ଚାନ୍ଦମୁହୀଁ ତୁଳସୀ. ବିକ୍ରମ ରାମାୟଣ