ଲୁକେଇବା

ଉଇକିଅଭିଧାନ‌ରୁ

ଲୁକେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ବାଲେଶ୍ୱର ଉତ୍ତାରାଞ୍ଚଳ ଓ ଜୟପୁର)— କ୍ରି. (ସଂସ୍କୃତ - ଲୁକ୍ ଧାତୁ; ତୁଳ ବଙ୍ଗାଳୀ - ଲୁକାନ)[ସମ୍ପାଦନା]

ଲୁଚାଇବା; ଗୋପନ କରିବା —To hide; to conceal.

[ଉ—କଷ୍ଟେ ସେ ସବୁ ଲୁକାଇ ସେ ସ୍ଥାନେ ନ ରହି, ଯାଇଁ ସହୀଙ୍କ ମଧ୍ୟେ ବସିଲା ଚାନ୍ଦମୁହୀଁ ତୁଳସୀ. ବିକ୍ରମ ରାମାୟଣ