Jump to content

ଲୁଗା

ଉଇକିଅଭିଧାନ‌ରୁ

ଲୁଗା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଗ୍ନ; ତୁଳ. ଆରବୀ - ଲୁଙ୍ଗ୍)

[ସମ୍ପାଦନା]
୧. ବସ୍ତ୍ର — ୧. Cloth.
୨. ପୋଷାକ —୨. Derss.
୩. ଧୋତି; ଅଧୋବାସ; ଯାହାକୁ ଅଣ୍ଟାରେ ଗୁଡ଼ାଇ ପିନ୍ଧା— ଯାଏ —୩. Piece of cloth worn round the waist.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦିରେ ସ୍ତ୍ରୀମାନଙ୍କ ବ୍ୟବହୃତ ବସ୍ତ୍ରକୁ ଲୁଗା ବୋଲାଯାଏ)

[ସମ୍ପାଦନା]

ସ୍ତ୍ରୀଲୋକଙ୍କ ପିନ୍ଧାଲୁଗା; ବଡ଼ ଶାଢ଼ୀ — Long cloth worn by females.

[ଦ୍ରଷ୍ଟବ୍ୟ — ପୁରୁଷଙ୍କ ଲୁଗାକୁ ଧୋତି କହନ୍ତି]