ଲୁଗା
ଦେଖଣା
ଲୁଗା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଗ୍ନ; ତୁଳ. ଆରବୀ - ଲୁଙ୍ଗ୍)
[ସମ୍ପାଦନା]- ୧. ବସ୍ତ୍ର — ୧. Cloth.
- ୨. ପୋଷାକ —୨. Derss.
- ୩. ଧୋତି; ଅଧୋବାସ; ଯାହାକୁ ଅଣ୍ଟାରେ ଗୁଡ଼ାଇ ପିନ୍ଧା— ଯାଏ —୩. Piece of cloth worn round the waist.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦିରେ ସ୍ତ୍ରୀମାନଙ୍କ ବ୍ୟବହୃତ ବସ୍ତ୍ରକୁ ଲୁଗା ବୋଲାଯାଏ)
[ସମ୍ପାଦନା]ସ୍ତ୍ରୀଲୋକଙ୍କ ପିନ୍ଧାଲୁଗା; ବଡ଼ ଶାଢ଼ୀ — Long cloth worn by females.
[ଦ୍ରଷ୍ଟବ୍ୟ — ପୁରୁଷଙ୍କ ଲୁଗାକୁ ଧୋତି କହନ୍ତି]