ଲୁଟ୍ ତରାଜ

ଉଇକିଅଭିଧାନ‌ରୁ

ଲୁଟ୍ ତରାଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଲୁଟ୍ପାଟ୍—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଏକାର୍ଥକ ସହଚର) (ସଂସ୍କୃତ - ଲୁଣ୍ଠନ+ଫାରାସୀ - ତରାଜ=ଧ୍ୱଂସ)[ସମ୍ପାଦନା]

୧. କୌଣସି ସ୍ଥାନ (ଯଥା—ଦୋକାନ, ହାଟ, ଗୃହ)ର ସମସ୍ତ ଧନ ଦ୍ରବ୍ୟ ବହୁଲୋକଙ୍କଦ୍ୱାରା ଅତ୍ୟାଚାର ଓ ବଳପ୍ରୟୋଗପୂର୍ବକ ଲୁଣ୍ଠନ; ଡକାଇତି —Plunder; rapine; dacoity; forcible removal of everything from a place by many people accompained with violence.

[ଉ—ସାହେବ ପରା ହୁକୁମ ଦେଇଛନ୍ତି ଯେ କେହି କୋଉଁଠି ଲୁଟ୍ପାଟ୍ କରିବେ ନାହିଁ ଭିକାରି କଟକ ବିଜୟ]