ଲୁଟ୍ ତରାଜ
ଦେଖଣା
ଲୁଟ୍ ତରାଜ
ଉଚ୍ଚାରଣ
[ସମ୍ପାଦନା](ଲୁଟ୍ପାଟ୍—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଏକାର୍ଥକ ସହଚର) (ସଂସ୍କୃତ - ଲୁଣ୍ଠନ+ଫାରାସୀ - ତରାଜ=ଧ୍ୱଂସ)
[ସମ୍ପାଦନା]- ୧. କୌଣସି ସ୍ଥାନ (ଯଥା—ଦୋକାନ, ହାଟ, ଗୃହ)ର ସମସ୍ତ ଧନ ଦ୍ରବ୍ୟ ବହୁଲୋକଙ୍କଦ୍ୱାରା ଅତ୍ୟାଚାର ଓ ବଳପ୍ରୟୋଗପୂର୍ବକ ଲୁଣ୍ଠନ; ଡକାଇତି —Plunder; rapine; dacoity; forcible removal of everything from a place by many people accompained with violence.
[ଉ—ସାହେବ ପରା ହୁକୁମ ଦେଇଛନ୍ତି ଯେ କେହି କୋଉଁଠି ଲୁଟ୍ପାଟ୍ କରିବେ ନାହିଁ ଭିକାରି କଟକ ବିଜୟ]