ଲୁଧିଆନା

ଉଇକିଅଭିଧାନ‌ରୁ

ଲୁଧିଆନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଦିଲ୍ଲୀର ଉତ୍ତର ପଶ୍ଚିମରେ ପ଼ଞ୍ଜାବର ଗୋଟିଏ ଜିଲ୍ଲା ଓ ତହସିଲ ଓ ନଗର (ପଟିଆଲା ରାଜ୍ୟର ଉତ୍ତର) —Ludhiana name of a districe, Tahasil and town in the Punjab, noted for its woolen goods.

[ଦ୍ରଷ୍ଟବ୍ୟ —ଏହି ନଗର ଶାଲ, ଲୋହି ଆଦି ପଶମୀ ବସ୍ତ୍ରପାଇଁ ପ୍ରସିଦ୍ଧ; ଏହା ମହାଭାରତୋକ୍ତ ସମୃଦ୍ଧ ହିନ୍ଦୁ ରାଜଧାନୀ ମତ୍ସ୍ୟକାଟ ଥିବା ପ୍ରତ୍ନତତ୍ତ୍ୱବିଦ୍ମାନେ କହନ୍ତି— ବିଶ୍ୱକୋଷ