ଲେ

ଉଇକିଅଭିଧାନ‌ରୁ

ଲେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (କଚରିଆ ପ୍ରୟୋଗ, ସାଙ୍କେତିକ)[ସମ୍ପାଦନା]

(ଲେଖିତର ସାଙ୍କେତିକ; ଲେଖିତଂ ଅମୁକ ବା ଲେଖକ ଅମୁକ ଅର୍ଥରେ ବ୍ୟବହୃତ ଲେଖିତଂ ଶବ୍ଦର ସାଙ୍କେତିକ)— (ଅମୁକ)ଙ୍କଦ୍ୱାରା ଲିଖିତ —An abbreviation corresponding to 'w' or 'written by' (so and so).

ଦେଶଜ - ଅ[ସମ୍ପାଦନା]

୧. ବିସ୍ମୟ ଓ ଆନନ୍ଦ ପ୍ରକ ଶାର୍ଥକ ଅବ୍ୟୟ —୧. Interjection expressing gladness and wonder.
୨. କୁକୁରକୁ ଶିକାରରେ ପଛରେ ଲଗାଇବା ପାଇଁ ସମ୍ୱୋଧନ ଲିଏ — ୨. An interjection or hallo used to set dogs on a game.
୩. (ବ୍ୟାକରଣ) ଦେଶଜ - କ୍ରି—ଅତୀତକାଳରେ ୩ୟ ପୁରୁଷ, ସମ୍ମାନାର୍ଥକ ଏକ— ବଚନ (ସେ) ଓ ବହୁବଚନ (ସେମାନେ) ଓ ମଧ୍ୟମ ପୁରୁଷ ସସ୍ୱାନର୍ଥକ ଏକବଚନ (ଆପଣ) ଓ ବହୁବଚନ (ଆପଣମାନେ) ସଙ୍ଗେ କ୍ରିୟାରେ ଯୁକ୍ତ ଅକ୍ଷର, ଯଥା— ସେ ଗଲେ, ଆପଣମାନେ ଆସିଲେ) —Inflection used in the past tens third person singular and plural and ୨nd person singular and plural

ପ୍ରାଦେଶିକ - (କଟକ ସହର)ଅ[ସମ୍ପାଦନା]

୧. (କଟକ ସହରିଆଙ୍କର ନ ସ୍ଥାନରେ ଲ ଉଚ୍ଚାରଣ) ହର୍ଷ ଓ ଉପହାସାର୍ଥକ ଅବ୍ୟୟ —(Cuttack slang) An inlerjection used in slang by Cuttack townspeople expressing gladness and buoyancy of sopirits.

[ଉ ଲେରେ ମଜା ! ]

୨. କ୍ରିୟାପଦ - ନେବାକ୍ରୟାର ଅନାଦରାର୍ଥକ ଅନୁଜ୍ଞା ଏକବଚନ (ତୁ) ନେ; ଗ୍ରହଣ କର —୨. (You) Do take.