ଲେଉଟା

ଉଇକିଅଭିଧାନ‌ରୁ

ଲେଉଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିବର୍ତ୍ତନ)[ସମ୍ପାଦନା]

ନିବର୍ତ୍ତନ; ପ୍ରତ୍ୟାବର୍ତ୍ତନ — Returning; coming back.

[ଉ—ସଂହାରି ନେଲା ତା କି ଛଟାରେ ଖେଳା—ଖଞନ ଲେଉଟା ଆଣି—ରାଧାନାଥ. ଯଯାତି ]