ଲେଉଟାଇବା
ଦେଶଜ - କ୍ରିୟାପଦ - (ସଂସ୍କୃତ - ନିବର୍ତ୍ତନ)
[ସମ୍ପାଦନା]
- ୧. ନେଉଟାଇବା (ଦେଖ) - —୧. Neuṭāibā. (See)
[ଉ— ଲେଉଟାଇ ଦୁଃଶାକୁ ସେ ମାଡ଼ିଣ ବସିଲା ରାଧାନାଥ. ବେଣୀସଂହାର ]
- ୨. (ଗାଈ) ସଙ୍ଗମ ପରେ ରର୍ଭଧାରଣ ନ କରିବା —୨. (a cow) Not to conceive after intercourse with a bull.