ଲେଖକ

ଉଇକିଅଭିଧାନ‌ରୁ

ଲେଖକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଲେଖକ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଲିଖ୍ ଧାତୁ+କର୍ତ୍ତୃ. ଅକ)[ସମ୍ପାଦନା]

୧. ପୁସ୍ତକର ଗ୍ରନ୍ଥାକାର —୧. Author of abook.
୨. ଲିପିକର —୨. Writer.
୩. ଦଲିଲର ନବିସିନ୍ଦା —୩. Scribe of a document.
୪. ଚିତ୍ରକାର —୪. Painter.
୫. ମୁନୀସୀ; କିରାନୀ; ମୋହରିର —୫. A clerk.

ଏଥିର ସାଙ୍କେତିକ 'ଲେ' ବା 'ଲି' ଦଲିଲମାନଙ୍କ ଆଦ୍ୟରେ ଦଲୀଲ ସମ୍ପାଦନକାରୀ ବ୍ୟକ୍ତିର ନାମ ପୂର୍ବରେ 'ଲ' କିମ୍ୱା 'ଲି' ଲେଖାଯାଏ ଓ ଦଲିଲ ଲେଖାର ଶେଷରେ ଦଲିଲ ଲେଖିଥିବା ଲୋକର ନାମ ପୂର୍ବରେ 'ଲେ'କିମ୍ୱା 'ଲି'ଲେଖାଯାଏ ]