Jump to content

ଲେଖାଏଁ

ଉଇକିଅଭିଧାନ‌ରୁ

ଲେଖାଏଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଲେଖେଁ—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ[ସମ୍ପାଦନା]

୧. କରି; ପ୍ରତ୍ୟେକ ବ୍ୟକ୍ତିକୁ; ପ୍ରତ୍ୟେକ ବିଷୟରେ —୧. (adverb)To each, in the case of each; in each case.
୨. ପ୍ରତ୍ୟେକକୁ ସମ ପରିମାଣରେ —୨. In equal quantites to each.
୩. ପ୍ରତ୍ୟ୍ୟେକରେ —୩. Each.

[ଉ—ନିତି ମୁଁ ସାଆନ୍ତଙ୍କ ଘରେ କାମ କରି ତିନିଅଣା ଲେଖାଏଁ ମୂଲ ପାଏଁ ପ୍ରତ୍ୟେକ କୋଠରୀରେ୩ ଜଣ ଲେଖାଏଁ ମନୁଷ୍ୟ ରହିବେ ପିଲାମାନେ ଗଣ୍ଡିଏ ଲେଖାଏଁ ଭାତ ଖାଇ ସ୍କୁଲକୁ ଦଉଡ଼ିଲେ ]

୪. ପରି; ପ୍ରକାରେ —୪. As; like.

[ଉ—ସେ ଗରିବ ଲେଖେଁ କଷ୍ଟରେ ଚଳୁଛି ଗଡ଼ଜାତ ଓ ଗଞ୍ଜାମରେ ଏହି ଅର୍ଥରେ ଲେଖା ମଧ୍ୟ ବ୍ୟବହୃତ ହୁଏ ]