ଲେଖାଏଁ
ଦେଖଣା
ଲେଖାଏଁ
ଉଚ୍ଚାରଣ
[ସମ୍ପାଦନା](ଲେଖେଁ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]- ୧. କରି; ପ୍ରତ୍ୟେକ ବ୍ୟକ୍ତିକୁ; ପ୍ରତ୍ୟେକ ବିଷୟରେ —୧. (adverb)To each, in the case of each; in each case.
- ୨. ପ୍ରତ୍ୟେକକୁ ସମ ପରିମାଣରେ —୨. In equal quantites to each.
- ୩. ପ୍ରତ୍ୟ୍ୟେକରେ —୩. Each.
[ଉ—ନିତି ମୁଁ ସାଆନ୍ତଙ୍କ ଘରେ କାମ କରି ତିନିଅଣା ଲେଖାଏଁ ମୂଲ ପାଏଁ ପ୍ରତ୍ୟେକ କୋଠରୀରେ୩ ଜଣ ଲେଖାଏଁ ମନୁଷ୍ୟ ରହିବେ ପିଲାମାନେ ଗଣ୍ଡିଏ ଲେଖାଏଁ ଭାତ ଖାଇ ସ୍କୁଲକୁ ଦଉଡ଼ିଲେ ]
- ୪. ପରି; ପ୍ରକାରେ —୪. As; like.
[ଉ—ସେ ଗରିବ ଲେଖେଁ କଷ୍ଟରେ ଚଳୁଛି ଗଡ଼ଜାତ ଓ ଗଞ୍ଜାମରେ ଏହି ଅର୍ଥରେ ଲେଖା ମଧ୍ୟ ବ୍ୟବହୃତ ହୁଏ ]