Jump to content

ଲେଖାଧିପ

ଉଇକିଅଭିଧାନ‌ରୁ

ଲେଖାଧିପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଲେଖି=ଦେବତା +ଅଧିପ)

[ସମ୍ପାଦନା]
୧. ଇନ୍ଦ୍ର; ଦେବରାଜ —Indra, the king of the gods.
୨. ରାଜା —୨. King

[ଉ—ଲେଖାଧିପ ଅଷ୍ଟଦୁର୍ଗର ଭଣେକବିସୂର୍ଯ୍ୟୃ—କିଶୋରୀଚମ୍ପୁ ଲ. ଗୀତ ]