ଲେଖିବା
ଦେଖଣା
ଲେଖିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଲିଖ୍ ଧାତୁ)
[ସମ୍ପାଦନା]- ୧. ଲିପିବଦ୍ଧ କରିବା — ୧. To write; to reduce to writing.
ଅନୁବାଦ
[ସମ୍ପାଦନା]- ୨. ଗଣନା କରିବା —୨. To calculate.
[ଉ—ବୋଲେ ଉପଇନ୍ଦ୍ର ମାସ ଲେଖି କୃଶ ବୈଦେହୀ ଶୋକରେ ସାନ୍ଦ୍ର—ଭଞ୍ଜ. ବୈଦେହୀଶବିଳାସ ]
- ୩. କୌଣସି ବ୍ୟକ୍ତି ବା ପଦାର୍ଥକୁ କୌଣସି ଶ୍ରେଣୀରେ ଗଣ୍ୟ କରିବା; ଗଣନା କରିବା —୩. To count as.
[ଉ— ଶ୍ରବଣେ ଶୂଦ୍ର ହୋଏ ସୁଖୀ, ଭକତ ମଧ୍ୟେ ତାକୁ ଲେଖି— ଜଗନ୍ନାଥ. ଭାଗବତ ]
- ୪. (ସଂସ୍କୃତ - ଲକ୍ଷ୍ ଧାତୁ)ତୁଳନାକରିବା — ୪. To compare.
- ୫. ରେଖା ଟାଣିବା — ୫. To draw a line.
- ୬. ରଙ୍ଗାଇବା; ରଞ୍ଜିତ କରିବା —୬. To paint.
[ଉ—ଯାହା ପାଦେ ଲାକ୍ଷା ଲେଖୁଥିଲେ ଶିରୀନାହା ପଦ ତୁଚ୍ଛ କରି—କବିସୂର୍ଯ୍ୟ. ସଙ୍ଗୀତ ]
- ୭. ଚିତ୍ର ଅଙ୍କନ କରିବା —୭. Todraw a picture.
[ଉ—ଲିଭିଥିବ ଭୁରୁ—ମଧ୍ୟତିଳକ, ଲେଖି ଦିଅ ବେଗେ ନ ଦେଖୁ ଲୋକ—କବିସୂର୍ଯ୍ୟ କିଶୋରୀଚମ୍ପୁଲଗୀତ ]
- ୮. ବିଚାରିବା; ଭାବିବା; ବିବେଚନା କରିବା —୮. To consider; to think.
- ୯. କୌଣସି ବ୍ୟକ୍ତି ନିକଟକୁ ଚିଠି ଦେବା; ପତ୍ର ପଠାଇବା — ୯. To write a letter to a person.
- ୧. ନକଲ କରିବା —୧୦. To copy down.
- ୧୧. ଲିଖିତ ମତ ପ୍ରକାଶ କରିବା —୧୧. To express an opinion in writing.