Jump to content

ଲେଖିବା

ଉଇକିଅଭିଧାନ‌ରୁ

ଲେଖିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲିଖ୍ ଧାତୁ)[ସମ୍ପାଦନା]

୧. ଲିପିବଦ୍ଧ କରିବା — ୧. To write; to reduce to writing.


ଅନୁବାଦ[ସମ୍ପାଦନା]

୨. ଗଣନା କରିବା —୨. To calculate.

[ଉ—ବୋଲେ ଉପଇନ୍ଦ୍ର ମାସ ଲେଖି କୃଶ ବୈଦେହୀ ଶୋକରେ ସାନ୍ଦ୍ର—ଭଞ୍ଜ. ବୈଦେହୀଶବିଳାସ ]

୩. କୌଣସି ବ୍ୟକ୍ତି ବା ପଦାର୍ଥକୁ କୌଣସି ଶ୍ରେଣୀରେ ଗଣ୍ୟ କରିବା; ଗଣନା କରିବା —୩. To count as.

[ଉ— ଶ୍ରବଣେ ଶୂଦ୍ର ହୋଏ ସୁଖୀ, ଭକତ ମଧ୍ୟେ ତାକୁ ଲେଖି— ଜଗନ୍ନାଥ. ଭାଗବତ ]

୪. (ସଂସ୍କୃତ - ଲକ୍ଷ୍ ଧାତୁ)ତୁଳନାକରିବା — ୪. To compare.
୫. ରେଖା ଟାଣିବା — ୫. To draw a line.
୬. ରଙ୍ଗାଇବା; ରଞ୍ଜିତ କରିବା —୬. To paint.

[ଉ—ଯାହା ପାଦେ ଲାକ୍ଷା ଲେଖୁଥିଲେ ଶିରୀନାହା ପଦ ତୁଚ୍ଛ କରି—କବିସୂର୍ଯ୍ୟ. ସଙ୍ଗୀତ ]

୭. ଚିତ୍ର ଅଙ୍କନ କରିବା —୭. Todraw a picture.

[ଉ—ଲିଭିଥିବ ଭୁରୁ—ମଧ୍ୟତିଳକ, ଲେଖି ଦିଅ ବେଗେ ନ ଦେଖୁ ଲୋକ—କବିସୂର୍ଯ୍ୟ କିଶୋରୀଚମ୍ପୁଲଗୀତ ]

୮. ବିଚାରିବା; ଭାବିବା; ବିବେଚନା କରିବା —୮. To consider; to think.
୯. କୌଣସି ବ୍ୟକ୍ତି ନିକଟକୁ ଚିଠି ଦେବା; ପତ୍ର ପଠାଇବା — ୯. To write a letter to a person.
୧. ନକଲ କରିବା —୧୦. To copy down.
୧୧. ଲିଖିତ ମତ ପ୍ରକାଶ କରିବା —୧୧. To express an opinion in writing.