ଲେଙ୍କେଡ଼ିଆ

ଉଇକିଅଭିଧାନ‌ରୁ

ଲେଙ୍କେଡ଼ିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଲେଙ୍କ(ଙ୍କେ)ଡ଼ା(ଡ଼ିଆ)ବାଘ—ଅନ୍ୟରୂପ]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତରକ୍ଷୁ)[ସମ୍ପାଦନା]

ଗଧିଆ; ହେଟାବାଘ; ବାଘେଟା —Hyena; wolf; the Indian;

Wolf; Cains Pallipes; the striped Hyena; Hyana Striata.

[ଦ୍ରଷ୍ଟବ୍ୟ —ଏମାନେ ଦେଖିବାକୁ କୁକ୍କୁରଠାରୁ ବଡ଼; କିନ୍ତୁ ଦୀର୍ଘପୁଚ୍ଛ ଏମାନଙ୍କର ବର୍ଣ୍ଣ ପାଣ୍ଡୁର ଓ ଏମାନଙ୍କ ଦେହରେ କ୍ଷୀଣା କଳା କଳା ପଟା ଦାଗମାନ ଥାଏ ଏମାନେ ରାତ୍ରିଚର ମେଣ୍ଢା, ଛେଳି ପ୍ରଭୃତି ଜୀବ ଏମାନଙ୍କ ଖାଦ୍ୟ ଏମାନେ ମନୁଷ୍ୟକୁ ଆକ୍ରମଣ କରନ୍ତି ନାହିଁ; କିନ୍ତୁ ମଡ଼ାମାଂସ ଖାଆନ୍ତି ]



ଲେଙ୍କେଡ଼ିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଲେଙ୍କ(ଙ୍କୁ,ଙ୍କୁ)ଡ଼ୀ—ସ୍ତ୍ରୀ] 

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (ଗାଳିରେ ବ୍ୟବହୃତ)[ସମ୍ପାଦନା]

ମାଙ୍କଡ଼ିଆ; ମର୍କଟିଆ; ଶୀର୍ଣ୍ଣ — Feeble; emaciated.