ଲେଙ୍କେଡ଼ିଆ
ଦେଖଣା
ଲେଙ୍କେଡ଼ିଆ
ଉଚ୍ଚାରଣ
[ସମ୍ପାଦନା][ଲେଙ୍କ(ଙ୍କେ)ଡ଼ା(ଡ଼ିଆ)ବାଘ—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତରକ୍ଷୁ)
[ସମ୍ପାଦନା]ଗଧିଆ; ହେଟାବାଘ; ବାଘେଟା —Hyena; wolf; the Indian;
Wolf; Cains Pallipes; the striped Hyena; Hyana Striata.
[ଦ୍ରଷ୍ଟବ୍ୟ —ଏମାନେ ଦେଖିବାକୁ କୁକ୍କୁରଠାରୁ ବଡ଼; କିନ୍ତୁ ଦୀର୍ଘପୁଚ୍ଛ ଏମାନଙ୍କର ବର୍ଣ୍ଣ ପାଣ୍ଡୁର ଓ ଏମାନଙ୍କ ଦେହରେ କ୍ଷୀଣା କଳା କଳା ପଟା ଦାଗମାନ ଥାଏ ଏମାନେ ରାତ୍ରିଚର ମେଣ୍ଢା, ଛେଳି ପ୍ରଭୃତି ଜୀବ ଏମାନଙ୍କ ଖାଦ୍ୟ ଏମାନେ ମନୁଷ୍ୟକୁ ଆକ୍ରମଣ କରନ୍ତି ନାହିଁ; କିନ୍ତୁ ମଡ଼ାମାଂସ ଖାଆନ୍ତି ]
ଲେଙ୍କେଡ଼ିଆ
ଉଚ୍ଚାରଣ
[ସମ୍ପାଦନା][ଲେଙ୍କ(ଙ୍କୁ,ଙ୍କୁ)ଡ଼ୀ—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ - (ଗାଳିରେ ବ୍ୟବହୃତ)
[ସମ୍ପାଦନା]ମାଙ୍କଡ଼ିଆ; ମର୍କଟିଆ; ଶୀର୍ଣ୍ଣ — Feeble; emaciated.