ଲେଚ୍ଛିବା

ଉଇକିଅଭିଧାନ‌ରୁ

ଲେଚ୍ଛିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. (ସଂସ୍କୃତ - ଲାଞ୍ଚ୍ଛ୍ ଧାତୁ)—ଲାଛିବା (ଦେଖ) - ୧. Lāchhibā(See)
୨. (ସଂସ୍କୃତ - ତ୍ୟଜ୍ ଧାତୁ) ତ୍ୟାଗ କରିବା — ୨. To abandon; to relinquish, to give up.

[ଉ—ତାଙ୍କୁ କେମନ୍ତ କରି ମୂରୁଛିବା, ପୋଡ଼ୁ ପୋଡ଼ୁ ଏ ଜୀବନ ଲେଛିବା ଦନାଇ ଦାସ ଗୋପୀଭାଷା]