ଲେଥା

ଉଇକିଅଭିଧାନ‌ରୁ

ଲେଥା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଲେନ୍ଥା (ଦେଖ) - — Lenthā. (See)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

୧. ଶାଗର ତରକାରୀ —୧. Curry made from potherbs.
୨. (ସମ୍ୱଲପୁର ବରଗଡ଼,ବଲାଙ୍ଗିର) ବାସି ତୋଡ଼ାଣି,ଖୁଦ, ହଳଦୀବଟା ଖଟା (ତିନ୍ତୁଳି ବା ଆମ୍ୱୁଲ)ସଙ୍ଗେ ସିଦ୍ଧ କରାଯାଇ ତିଆରି କରାଯିବା ପାଣିଆ ତରକାରୀ —୨. Watery curry made by boiling stale rice-water with, particles of rice, turmeric paste and, tamarind etc and taken with boiled ice.

[ଦ୍ରଷ୍ଟବ୍ୟ —ଖଟା ଓ ମସଲାଆଦି ନ ଯାଇ ତିଆରି କରା ଯାଇଥିବା ବାସି ତୋଡ଼ାଣିକୁ ରାବ (ଆମ ଅଞ୍ଚଳର କାଞ୍ଜି) କହନ୍ତି ଗରିବ ଲୋକେ ଭାତ ସଙ୍ଗେ ଏହାକୁ ତିଆଣରୂପେ ଖାଆନ୍ତି ]

୩. (ଆଠମଲ୍ଲିକ) କାଞ୍ଜି — ୩. Sour gruel.