ଲେନ୍ଦୁରାଇବା
ଦେଖଣା
ଲେନ୍ଦୁରାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସକର୍ମକ)
[ସମ୍ପାଦନା]- ୧. କୌଣସି ବିଷୟ ଗୋଳମାଳ କରିବା, କୌଣସି ବିଷୟକୁ ଜଚିଳ କରିବା — ୧. To entangle or confuse a matter.
- ୨. କୌଣସି ଲେଖାକୁ କାଳି ଇତ୍ୟାଦିଦ୍ୱାରା ବିଶ୍ରୀ କରି ଲେଖିବା —୨. To write clumsily or in a manner blurred by ink.
- ୩. ଲେନ୍ଦରା ଦେବା (ଦେଖ) - — ୩. Lendarā (See)