Jump to content

ଲେନ୍ଦେରାଇବା

ଉଇକିଅଭିଧାନ‌ରୁ

ଲେନ୍ଦେରାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସକର୍ମକ)

[ସମ୍ପାଦନା]
୧. କୌଣସି ବିଷୟ ଗୋଳମାଳ କରିବା, କୌଣସି ବିଷୟକୁ ଜଚିଳ କରିବା — ୧. To entangle or confuse a matter.
୨. କୌଣସି ଲେଖାକୁ କାଳି ଇତ୍ୟାଦିଦ୍ୱାରା ବିଶ୍ରୀ କରି ଲେଖିବା —୨. To write clumsily or in a manner blurred by ink.
୩. ଲେନ୍ଦରା ଦେବା (ଦେଖ) - — ୩. Lendarā (See)