ଲେଲେଲେଲେ

ଉଇକିଅଭିଧାନ‌ରୁ

ଲେଲେଲେଲେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - [ଖଡ଼ିଆଳ] ଅ[ସମ୍ପାଦନା]

ମନୁଷ୍ୟକୁ ବା ଅନ୍ୟ ଜୀବକୁ କୌଣସି କାର୍ଯ୍ୟରେ ଉତ୍ସାହିତ ବା ଲଗାଇବା ପାଇଁ ବ୍ୟବହୃତ ଧ୍ୱନି —A shouting uttered for inciting a person or animal to do something.