ଲେହୀ
ଦେଖଣା
ଲେହୀ
ଉଚ୍ଚାରଣ
[ସମ୍ପାଦନା](ଲେହିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଲିହ୍ ଧାତୁ+କର୍ତ୍ତୃ. ଇନ, ୧ମା. ୧ବ)
[ସମ୍ପାଦନା]ଯେ ଚାଟେ; ଲେହନକାରୀ —Licking.
ସଂସ୍କୃତ - ବି—
[ସମ୍ପାଦନା]ଟଙ୍କନ;ସୁହାଗ ଟାଙ୍ଗାଣା — Borax.
ଦେଶଜ - ବି
[ସମ୍ପାଦନା]ଲେହାଇ (ଦେଖ) - —Lehāi (See)
ପ୍ରାଦେଶିକ - (ଖଡ଼ିଆଳ) ବିଶେଷ୍ୟ -
[ସମ୍ପାଦନା]ରୋଗୀର ପଥ୍ୟପାଇଁ ଭାତର ଯାଉ — Gruel of rice used as an invalid's diet.