ଲୋଟଣ
ଦେଖଣା
ଲୋଟଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୁଣ୍ଠ ଲୁଠ୍ ଧାତୁ; ପା, ଲୋଟ୍ ଧାତୁ)
[ସମ୍ପାଦନା]- ୧. ଭୂମିରେ ଗଡ଼ିବା —୧. Wallowing or rolling on the ground grovelling.
- ୨. ବିଶେଷ ଶାରୀରିକ ଜ୍ୱାଳାଯୋଗୁଁ ଭୁଇଁରେ ଗଡ଼ିବା — ୨. Rolling on the ground on account of extreme physical pain or anguish.
- ୩. ବନ୍ଧ ଭାଙ୍ଗିବା — ୩. Capering; cutting somersaults.
- ୪. ଏ ପାଖ ସେ ପାଖ ଗଡ଼ିବାବା ଲେଉଟିବା —୪. Turning on the side.