ଲୋଟା
ଦେଖଣା
ଲୋଟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୁଣ୍ଠନ)
[ସମ୍ପାଦନା]- ୧. ଭୂମିରେ ଲୁଣ୍ଠନ; ଲୋଟଣ — ୧. Walowing; rolling; tumbling about.
[ଦ୍ରଷ୍ଟବ୍ୟ —ଏହି ସକାଶରୁଟି ଦୈତ୍ୟେ କୋଟି କୋଟି; ମରିଣ ଦେଲେ ଭୂମିଦେଶରେ ଲୋଟାଟି କୃଷ୍ଣସିଂହ ମହାଭାରତ—ସଭା ]
- ୨. (ସଂସ୍କୃତ - ଲୋତା; ଲୋପ୍ତ୍ର= ଚୋରାମାଲ; ଲୋଟା ଛୋଟ ବସ୍ତୁ ଥିବାରୁ ତାକୁ ଚୋର ଚୋରି କରି ନିଅନ୍ତି; ଏହି ଆଶୟରୁ) ===
- ୨. ଢା଼ଳ; ଛୋଟ ମୁହଁ ଓ ବଡ଼ ପେଟ ଥିବା ଧାତୁ ନିର୍ମିତ ଜଳପାତ୍ର (ଏହା ଗରାଠାରୁ ଛୋଟ) —୨. A small metal jug.
[ଦ୍ରଷ୍ଟବ୍ୟ —ଏଥବା ସଂସ୍କୃତ - ଲୁଣ୍ଠ ଧାତୁ=ଭୂମିରେ ଲୋଟିବାରୁ; ତୁଳନା କର ଇଂରାଜୀ - Tumble=ଟିଂବ୍ଳର୍=ପାଣିପିଆ ବ୍ଲାସ୍; ଇଂ, ଟମ୍ଳର୍ର ଅଥ ଲୋଟଣି)