Jump to content

ଲୋଟିବା

ଉଇକିଅଭିଧାନ‌ରୁ

ଲୋଟିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲୁଣ୍ଠ; ପ୍ରା. ଲୋଟ)[ସମ୍ପାଦନା]

୧. ବିଲୁଣ୍ଠିତ ହେବା — ୧. To roll; to wallow.

[ଉ—ସେ ବନ ପର୍ବତ କୁଞ୍ଜିକୁଞ୍ଜିକା ଲୋଟଇ ତାଶିଖେ ବନ ଲତିକା—ନନ୍ଦକିଶୋର, ନିର୍ଝରିଣ ]

୨. ଲୁଟିନେବା; ଡକାଇତି କରି ବସ୍ତୁ ଅପହରଣ କରିବା —୨. To take things by robbery or dacoity.