ଲୋଣୀ
Appearance
ଲୋଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୋଣୀ
|
[ଲୋଣିବା—ଅନ୍ୟରୂପ]
ସଂସ୍କୃତ - ବି—(ବୈଦେକ)
[ସମ୍ପାଦନା]ଛୋଟ ଲୁଣି ଶାଗ, ଏକ ପ୍ରକାର ଶାକ ବା ବର୍ଷାୟୁ କ୍ଷୁଦ୍ର ଗୁଳ୍ମ; ଲୁଣି ଲୁଣିଆ ଶାକ ଗୁଳ୍ମ — Indian Parslane; Protulaca oleracea; oxalis.
[ଦ୍ରଷ୍ଟବ୍ୟ —ଏହାର ପତ୍ର କ୍ଷୁଦ୍ର ଇଷତ୍ ଅମ୍ଲାକ୍ତ ଏବଂ ଏ କୋଳିର ମଞ୍ଜି ଅତି ଛୋଟ ଛୋଟ ଓ ହଳଦିଆ ଏ ଗୁଳ୍ମ ୨ ପ୍ରକାର, ବୃହଲ୍ଲୋଣୀ ଓ କ୍ଷୁଦ୍ରଲୋଣୀ ଏ ଗଛ ଉଚ୍ଚରେ ୨ ହାତ ବଢ଼େ ଓ ବହୁ ଶାଖାଯୁକ୍ତ ଛୋଟ ଲୋଣୀ ରୁକ୍ଷ, ଗୁରୁ, ଅଗ୍ନିଦୀପକ, ଅମ୍ଳ ରସ, ଲବଣ ସ୍ୱାଦ ଓ ଏହା ଅର୍ଶଃ, ବାୟୁ, ଶ୍ଳେଷ୍ମା, ଅଗ୍ନିମାନ୍ଦ୍ୟ ଓ ବିଷ— ଦୋଷ ନାଶକ ବଡ଼ ଲୋଣୀ— ଅମ୍ଳ ରସ ସାରକ,ବାତବର୍ଦ୍ଧକ, ଓ ଏହା ଶୋଥ, ନେତ୍ର— ରୋଗର ହିତକର ଏହାଦ୍ୱାରା କଫ, ପିତ୍ତ, ଚର୍ମରୋଗ ବ୍ରଣ, ଗୁଳ୍ମ, ଶ୍ୱାସ, କାସ, ପ୍ରମେହ ରୋଗର ଶାନ୍ତି ହୁଏ ଦ୍ରବ୍ୟଗୁଣ ]