ଲୋଭ

ଉଇକିଅଭିଧାନ‌ରୁ

ଲୋଭ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲୁଭ୍ ଧାତୁ=ଲଭିବାକୁ ଇଚ୍ଛା କରିବା+ଭାକ. ଅ)[ସମ୍ପାଦନା]

୧. କୌଣସି ବସ୍ତୁ ଲଭିବାର ଉତ୍କଣ୍ଠା; ଲାଳସା ବା ଲିପ୍ସା —୧. Covetuousness; eager desire or hankering; longing for a thing.
୨. ପରଦ୍ରବ୍ୟ ଗ୍ରହଣ କରିବାକୁ ବାଞ୍ଛା —୨. Avarice; cupidity.

[ଦ୍ରଷ୍ଟବ୍ୟ —ଲୋଭ ନାନାଦି ପଦାର୍ଥ ଓ ବିଷୟପ୍ରତି ଜନ୍ମେ ଯଥା—ଖାଦ୍ୟ ପ୍ରତି —Greed; ନିଜ ଧନ ପ୍ରତି — avarice; ସ୍ତ୍ରୀଭୋଗପ୍ରତି —Lust. ପର ଧନପ୍ରତି — Covetuousness; ଆପଣାର ଜୀବନପ୍ରତି —Attachment.]

୩. ମମତା; କୌଣସି ପଦାର୍ଥ ବା ବ୍ୟକ୍ତିପ୍ରତି ପ୍ରବଳ ଅନୁରାଗ; ମାୟାକର୍ଷଣ —୩. Attachment.

[ଦ୍ରଷ୍ଟବ୍ୟ —ଆପଣାର ବା ଆପଣା ଅଧିକାରରେ ଥିବା ବସ୍ତୁ ଆଦି ପ୍ରତି ମନରେ ଲୋଭ ଜନ୍ମିଲେ ତାହା ଛାଡ଼ିବାକୁ ମନ ହୁଏ ନାହିଁ, ଏହାକୁ ମମତାବନ୍ଧନ ବା ମାୟାବନ୍ଧନ ବୋଲାଯାଏ ପରର କିମ୍ୱା ପର ଅଧିକାରରେ ଥିବା ଧନ ଆଦିପ୍ରତି ମନରେ ଲୋଭ ଜନ୍ମିଲେ ତାହା ନିଜର ଅଧିକାରାଧୀନ କରିବାକୁ ମନ ହୁଏ—ଏହାକୁ ଲୋଭ ବୋଲାଯାଏ ଲୋଭକୁ ଦମନ କରିବା ପାଇଁ ସବୁ ଦେଶର, ସବୁ ଧର୍ମର, ସବୁ କାଳର ଓ ସବୁ ସାମାଜର ଉପଦେଶମାନେ ଉପଦେଶ ଦେଇ ଯାଇଅଛନ୍ତି]

୪. କୃପଣତା — ୪. Miserliness.