ଲୋମ

ଉଇକିଅଭିଧାନ‌ରୁ

ଲୋମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ଲୁ ଧାତୁ=ଛେଦନ କରିବା+କର୍ମ. ମନ୍; ଲୋମନ୍ ଶବ୍ଦ ୧ମା. ୧ବ)[ସମ୍ପାଦନା]

୧. ଦେହର ସର୍ବାଙ୍ଗରେ ଉଠିବା କେଶ; ରୋମ (ଇତ୍ୟାଦି) (ଦେଖ) - —୧. Hair over the body; Roma (etc) (See)

[ଦ୍ରଷ୍ଟବ୍ୟ —ରୋମ ଶବ୍ଦ ପୂର୍ବେ ବା ପରେ ଲଗାଯାଇ ଯେତେ ଶବ୍ଦ ବ୍ୟବହୃତ ହୁଏ, ସେମାନେ ଲୋମ ଶବ୍ଦ ସଙ୍ଗେ ମଧ୍ୟ ବ୍ୟବହୃତ ହୁଏ]

୨. ପୁଚ୍ଛ; ଲାଞ୍ଜ —୩. Tail.
୩. ପଶୁମାନଙ୍କ ଦେହ ଉପରେ ଉଠିଥିବା କେଶ; ପଶମ —୩. Fur; wool.
୪. ପକ୍ଷୀଙ୍କ ଦେହରେ ଉଠିଥିବା ଛୋଟପର —୪. Down on the body of birds.
୫. ଭୂତକେଶୀ (ଦେଖ) -(ଦ୍ରବ୍ୟଗୁଣ) —୫. Bhūtaeṡī (See)