Jump to content

ଲୋମହୃତ୍

ଉଇକିଅଭିଧାନ‌ରୁ

ଲୋମହୃତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଲୋମ+ହୃ ଧାତୁ=ହରଣ କରିବା+କର୍ତ୍ତୃ କ୍ୱିପ୍)

[ସମ୍ପାଦନା]

ଲୋମନାଶକ —Depilatory.

ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ହରିତାଳ —Sulphate of arsenic; yellow orpiment.