ଲୋଲା
ଦେଖଣା
ଲୋଲା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଖଡ଼ିଆଳ) ବିଶେଷ୍ୟ -
[ସମ୍ପାଦନା]ନୋଳା; ବେତ ଆଦିର ପ୍ରହାର ଯୋଗୁଁ ଶରୀରରେ ରହିଯିବା ଲମ୍ୱ ଦାଗ — Long marks left of the body by the strips of caning.
ଲୋଲା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଖଡ଼ିଆଳ) ବିଶେଷ୍ୟ -
[ସମ୍ପାଦନା]କ୍ଷେତ୍ର ଚଷିବାବେଳେ ଲଙ୍ଗଳରେ ଲାଗିଯିବା ଜମିର ଘାସ —Grass clinging to the plough during ploughing.