Jump to content

ଲୟସ୍

ଉଇକିଅଭିଧାନ‌ରୁ

ଲୟସ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୟ)

[ସମ୍ପାଦନା]
୧. ଲହସ; ଧ୍ୟାନ —୧. Attent-tion.

(ଯଥା—ମୋର ଉକ୍ତ ବିଷୟ ପ୍ରତି ଲୟସ୍ ରହି ପାରିଲା ନାହିଁ)

୨. (ସଂସ୍କୃତ - ଲୟ; ତୁଳ. ଫାରାସୀ - ଅୟସ୍)—ଅୟସ;
ବିଳାସ; ସୁଖଭୋଗ —୨. Luxury; enjoyment

ଅନୁବାଦ

[ସମ୍ପାଦନା]

(ଯଥା—ସାଆନ୍ତେ ତାଙ୍କ ନାଟୁଆଟୋକାକୁ ଭାରି ଲୟସ୍ରେ ରଖିଅଛନ୍ତି)