ଶଂବ
ଦେଖଣା
ଶଂବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଶମ୍=କଲ୍ୟାଣ+ବ, ଯୁକ୍ତାର୍ଥେ)
[ସମ୍ପାଦନା]- ୧. କଲ୍ୟାଣ— ଯୁକ୍ତ —୧. Prosperous.
- ୨. ଭାଗ୍ୟବାନ୍ — ୨. Blessed.
- ୩. ସୌଭାଗ୍ୟଶାଳୀ —୩. Fortunate.
- ୪. ସୁଖୀ —୪. Happy.
ବିଶେଷ୍ୟ -
[ସମ୍ପାଦନା]- ୧. ସୌଭାଗ୍ୟ — ୧. Good fortune.
- ୨. କଲ୍ୟାଣ —୨. Prosperity.
- ୩. ସର୍ପବିଶେଷ —୩. Name of a snake.
- ୪. ଇନ୍ଦ୍ରଙ୍କ ବଜ୍ରାସ୍ତ୍ର —୪. Thunderdolt, the weapon of Indra.
- ୫. ଅଣ୍ଟା ଚାରିପାଖେ ପିନ୍ଧାଯିବା ଲୁହା ଜିଞ୍ଜର (ହିନ୍ଦୀ - ଶ.) —୫. An iron chain worn round the waist.
- ୬. ପ୍ରାଚୀନ କାଳର ଏକପ୍ରକାର ମାପ (ହିନ୍ଦୀ - ଶ.) —୬. A kind of measure used in ancient times.
- ୭. ନିୟମିତ ରୂପେ ହଳ କରିବା କର୍ମ (ହିନ୍ଦୀ - ଶ.) —୭. The act of ploughing regularly.