ଶଂସନ

ଉଇକିଅଭିଧାନ‌ରୁ

ଶଂସନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶଂସ ଧାତୁ+ଭାବ. ଅନ)[ସମ୍ପାଦନା]

୧. କଥନ — ୧. Speaking; utterance.
୨. ସୂଚନ — ୨. Indicating; hinting.
୩. ନିଶ୍ଚୟ କରି କହିବା —୩. Assurance.
୪. ଅଭିଳାଷ; ଇଚ୍ଛା; ବାଞ୍ଚା —୪. Wish; desire; inclination.
୫. ଖ୍ୟାତି; ପ୍ରଶଂସା —୫. Praise; eulogy.
୬. ଆଶୀର୍ବାଦ — ୬. Blessing.