ଶଂସିତ

ଉଇକିଅଭିଧାନ‌ରୁ

ଶଂସିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶଂସ ଧାତୁ+କର୍ମ. ତ)[ସମ୍ପାଦନା]

୧. କଥିତ — ୧. Skoken.
୨. ସୂଚିତ —୨. Indicated; hinted; prefaced to.
୩. ଅଭିଳଷିତ; ବାଞ୍ଚିତ — ୩. Wished for; desired.
୪. ସ୍ତୂତ; ପ୍ରଶଂସିତ — ୪. Praised; extolled; applauded.
୫. ନିଶ୍ଚିତ — ୫. Certain; assured; sure.
୭. ଅନୁଷ୍ଠିତ; ସମ୍ପାଦିତ — ୭. Performed; done; accomplised.