ଶଂସିତ ବ୍ରତ

ଉଇକିଅଭିଧାନ‌ରୁ

ଶଂସିତ ବ୍ରତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶଂସିତବ୍ରତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି; ଶଂସିତ ହୋଇଅଛି ବ୍ରତ ଯାହାର)[ସମ୍ପାଦନା]

ଯାହାର ବ୍ରତ ପୂର୍ଣ୍ଣ ହୋଇଅଛି — Whose vows have been performed or accomplised.