ଶଂସ୍ତା

ଉଇକିଅଭିଧାନ‌ରୁ

ଶଂସ୍ତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଶଂସ୍ତ୍ରୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - ପୁଂ—(ଶଂସ୍ ଧାତୁ+କର୍ତ୍ତୃ. ତୃ; ଶଂସ୍ତୃ ଶବ୍ଦର ୧ମା. ୧ବ.)[ସମ୍ପାଦନା]

୧. ସ୍ତୋତା; ସ୍ତୁତିପାଠକ —୧. An eulogist; a panegyrist.
୨. ସ୍ତାବକ; ଖୋସାମତିଆ; ଚାଟକାର —୨. Flatterer.
୩. ହୋତା —୩. A priest offciating at a sacrifice.