ଶଅଳ

ଉଇକିଅଭିଧାନ‌ରୁ

ଶଅଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଶହଳ, ଶିଥଳ—ଅନ୍ୟରୂପ]

ଦେଶଜ - ବି—(ସଂସ୍କୃତ - ଶଲ୍ୟ)[ସମ୍ପାଦନା]

ଲଙ୍ଗଳର ଅଂଶବିଶେଷ; ହଳର ଯୁଆଳିରେ ବଳଦଙ୍କ କାନ୍ଧ ରହିବା ଅଂଶର ଭିତର ଆଡ଼କୁ ତଳ ଆଡ଼ୁ ଲାଗିଥିବା କାଷ୍ଠର କୀଳକ; ଯୁଗ କୀଳକ —Pins of a near both the ends of the yoke of a plough within which and the ends of the yoke the bullocks are yoked.