ଶଏବାନ

ଉଇକିଅଭିଧାନ‌ରୁ

ଶଏବାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶାତକୁମ୍ଭ, ସୁବର୍ଣ୍ଣ=ସୁନା)[ସମ୍ପାଦନା]

ଆଠଥର ଶାଣିତ ସ୍ୱର୍ଣ୍ଣ —Gold which has been polished eight times.

[ଉ—ଅଷ୍ଟାବକ୍ର ବୋଇଲେ ଆଠବାର ଶାହାଣ— ଦେଲେ ସୁନା ଶଏବାନ ହୁଏଟି ଜାଣ କୃଷ୍ଣସିଂହ. ମହାଭାରତ. ବନ]