ଶକଟାସୁର

ଉଇକିଅଭିଧାନ‌ରୁ

ଶକଟାସୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

କଂସର ଅନୁଚର ଅସୁର ବିଶେଷ —Name of a demon who assumed the shape of a cart and tried to kill Ṡrīkṛushṇa but was killed by him.

[ଉ—ଚିରବଚାରୁ ପେଟ ହେବାକାଳେ ଶକଟ ହେଲାଟି ଯାହା ସେ ବିଲୋଳ ମୃତ୍ୟୁ କବିସୂର୍ଯ୍ୟ ସଙ୍ଗୀତ]

[ଦ୍ରଷ୍ଟବ୍ୟ —ଏ କଂସାଦ୍ୱାରା ଗୋପପୁରକୁ ପ୍ରେରିତ ହୋଇ ସେଠାରେ ଶକଟ ରୂପ ଧାରଣ କରି ଶ୍ରୀକୃଷ୍ଣଙ୍କ ମାରିପକାଇବାକୁ ବସିଥିଲା; କିନ୍ତୁ ଶ୍ରୀକୃଷ୍ଣ ତାକୁ ବଧ କଲେ]