ଶକଟାସୁର
ଦେଖଣା
ଶକଟାସୁର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କଂସର ଅନୁଚର ଅସୁର ବିଶେଷ —Name of a demon who assumed the shape of a cart and tried to kill Ṡrīkṛushṇa but was killed by him.
[ଉ—ଚିରବଚାରୁ ପେଟ ହେବାକାଳେ ଶକଟ ହେଲାଟି ଯାହା ସେ ବିଲୋଳ ମୃତ୍ୟୁ କବିସୂର୍ଯ୍ୟ ସଙ୍ଗୀତ]
[ଦ୍ରଷ୍ଟବ୍ୟ —ଏ କଂସାଦ୍ୱାରା ଗୋପପୁରକୁ ପ୍ରେରିତ ହୋଇ ସେଠାରେ ଶକଟ ରୂପ ଧାରଣ କରି ଶ୍ରୀକୃଷ୍ଣଙ୍କ ମାରିପକାଇବାକୁ ବସିଥିଲା; କିନ୍ତୁ ଶ୍ରୀକୃଷ୍ଣ ତାକୁ ବଧ କଲେ]