ଶକଟିକା

ଉଇକିଅଭିଧାନ‌ରୁ

ଶକଟିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଶକଟୀ—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଶକଟ+କ+ଆ)[ସମ୍ପାଦନା]

୧. ମୃଚ୍ଛକଟିକା; ପିଲାଙ୍କ ଖେଳିବାର ଗାଡ଼ି —୧. Joy-cart.
୨. ଛୋଟ ଶକଟ —୨. A small cart.