ଶକଟୂବାହ୍ୟ

ଉଇକିଅଭିଧାନ‌ରୁ

ଶକଟୂବାହ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶକଟଦ୍ୱାରା ବାହ୍ୟ—୩ୟା ତତ୍)[ସମ୍ପାଦନା]

ଶଗଡ଼ଦ୍ୱାରା ବୁହାଯିବା (ପଦାର୍ଥ); ଶକଟଦ୍ୱାରା ବହନ— ଯୋଗ୍ୟ (ଦ୍ରବ୍ୟ) —(thing) Which can be carried or removed by a cart.