ଶକାରି
(ଶକାନ୍ତକ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଶକମାନଙ୍କର ଅରି; ୬ଷ୍ଠୀ ତତ୍)
[ସମ୍ପାଦନା]
ଉଜ୍ଜୟିନୀର ହିନ୍ଦୁରାଜା ବିକ୍ରମାଦିତ୍ୟ —The Hindu king Bikramāditya of Ujjayinī who defeated the scythians.
[ଦ୍ରଷ୍ଟବ୍ୟ —ଏ ଶକମାନଙ୍କୁ ପରାସ୍ତ କରି ଭାରତରେ ହିନ୍ଦୁରାଜ୍ୟର ପୁନଃ— ସ୍ଥାପନ କରିଥିଲେ]