ଶକି ପାରିବା
ଦେଖଣା
ଶକି ପାରିବା
ଉଚ୍ଚାରଣ
[ସମ୍ପାଦନା][ଶକିବା—ଅନ୍ୟରୂପ]
ଦେଶଜ - କ୍ରି—(ସଂସ୍କୃତ - ଶକ୍ ଧାତୁ=ପାରିବା)
[ସମ୍ପାଦନା]କୌଣସିକାର୍ଯ୍ୟକୁ କରି ପାରିବା; ସମର୍ଥ ହେବା — ୧. To be able to do a work.
[ଦ୍ରଷ୍ଟବ୍ୟ —ଯେଉଁ କାର୍ଯ୍ୟ ପାଇଁ ଯେଉଁ ଶକ୍ତି ଦରକାର ସେ ଶକ୍ତିଯୁକ୍ତ ବ୍ୟକ୍ତି ଉକ୍ତ କାର୍ଯ୍ୟୁ ଶକି ପାରେ ଯଥା— ସେ ଏ ମକଦମା ଖରଚୁ ଶକିପାରିବ ନାହିଁ; ମୁଁ ଏ ବୋଝକୁ ଶକି ପାରିବି ନାହିଁ—ଇତ୍ୟାଦି]